ଡ୍ରେନ୍‌ ପାଇଁ ଅଧିଗ୍ରହଣ ହୋଇପାରୁନି ଜମି: ପୁଣି ଭାସିବ ଭୁବନେଶ୍ୱର

ଭୁବନେଶ୍ୱର : ଅସରାଏ ବର୍ଷା ହେଲେ ରାଜଧାନୀ ଉବୁଟୁବୁ ହୁଏ। ଲଗାଣ ବର୍ଷା ହେଲେ ଅବସ୍ଥା ସାଂଘାତିକ ହୁଏ। ବର୍ଷ ବର୍ଷ ଧରି ଏଭଳି ସମସ୍ୟା ଲାଗି ରହିଥିଲେ ମଧ୍ୟ ସମାଧାନ ହୋଇ ପାରୁ ନାହିଁ। ଦୁଇବର୍ଷ ତଳେ ଜଣେ ଛାତ୍ର ଡ୍ରେନ୍‌ରେ ଭାସି ମୃତ୍ୟୁ ବରଣ କରିବା ପରେ ବିଏମ୍‌ସିର ବୁଦ୍ଧି ପଶିଥିଲା। ପୂର୍ବରୁ ନାଲି ଫିତା ତଳେ ପଡ଼ି ରହିଥିବା ଡ୍ରେନ୍‌ ସମ୍ପ୍ରସାରଣ ଯୋଜନାକୁ କାର୍ଯ୍ୟକ୍ଷମ କରାଇବା … Continue reading ଡ୍ରେନ୍‌ ପାଇଁ ଅଧିଗ୍ରହଣ ହୋଇପାରୁନି ଜମି: ପୁଣି ଭାସିବ ଭୁବନେଶ୍ୱର